ଭଲ ମଣିଷ ହେବା ନିହାତି ଦରକାର ।
ଏ ଦୁନିଆ ଖରାପ ଲୋକମାନଙ୍କ ପାଈଁ ଖରାପ ହୁଏନା, ଖରାପ ହୁଏ କିଛି ଭଲ ଲୋକ ମାନଙ୍କ ନୀରବତା ପାଈଁ ।ସେଇଥିପାଇଁ ଆଜିବି ଗୋଟିଏ ଝିଅ ଆଜିବି ଘରୁ ଏକା ବାହାରିବା ପାଇଁ ଭୟ କରେ , ତା ମନରେ ସବୁବେକେ ଭୟ ଥାଏ ,ମୋତେ କେହି ପିଛା କରୁନି ତ, ମୋତେ କେହି କମେଣ୍ଟ କରିବେନି ତ,ମୋତେ କେହି ଅପହରଣ କରିଦେବନି ତ ,ଏମିତି ବହୁତ ପ୍ରଶ୍ନ ଉଙ୍କୀ ମାରୁଥାଏ ।ଆଉ ରାସ୍ତାରେ ଗଲାବେଳେ ,ଏମିତି କିଚ୍ଛି ଲୋକ ତାକୁ ଏମିତି ନଜରରେ ବିଦେଖୁଥାନ୍ତି ସତେ ଯେମିତି ଆଖିରେ ଆଖିରେ ଖାଇଯିବ.........😢
Post Top Ad
Friday, September 28, 2018
Tags
ଭଲମଣିଷ#
Share This
About Diptiranjan Biswal
ଭଲମଣିଷ
Labels:
ଭଲମଣିଷ
Subscribe to:
Post Comments (Atom)
Post Top Ad
Author Details
Diptiranjan Biswal is the Founder & Director of iDream Group.
His only Moto to have iDream Group as iDream Skilled University by 2030
His only Moto to have iDream Group as iDream Skilled University by 2030
No comments:
Post a Comment